ଦୟାୱେଷ୍ଟ କେନାଲର ୮.୫୭କିମି ରାସ୍ତା ହେବ ଦୁଇ ଥାକିଆ : ଖର୍ଚ୍ଚ ହେବ ୧୮.୭୩ କୋଟି ଟଙ୍କା

ଭୁବନେଶ୍ବର : ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ୍‌ ଭିଡ଼ କମାଇବା ପାଇଁ ପୂର୍ତ୍ତ ବିଭାଗ ଓ ବିଡିଏ ମିଳିତ ଭାବେ ଏହି ରାସ୍ତାର ଦୁଇଟି ସମାନ୍ତରାଳ ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏହି ଦୁଇଟି ରାସ୍ତା ଏବେ ଅଧାପନ୍ତରିଆ ଥିବାରୁ ଏହା କେବେ ସରିବ କେହି ଠିକ୍ ଭାବେ କହିପାରୁନାହାନ୍ତି। ତେଣୁ ଏହି ରାସ୍ତାର ଆଉ ଏକ ବିକଳ୍ପ ରାସ୍ତା ଭାବେ ଦୟା‌ୱେଷ୍ଟ କେନାଲର ଦକ୍ଷିଣ ପାର୍ଶ୍ବ ରାସ୍ତାକୁ ନିର୍ମାଣ କରାଯିବ। … Continue reading ଦୟାୱେଷ୍ଟ କେନାଲର ୮.୫୭କିମି ରାସ୍ତା ହେବ ଦୁଇ ଥାକିଆ : ଖର୍ଚ୍ଚ ହେବ ୧୮.୭୩ କୋଟି ଟଙ୍କା